houthis yemen

ୟେମେନ, ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨…
ୟେମେନ, ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨୦୦ରୁ ଅଧିକ ଦ୍ୱୀପ ଅନ୍ତର୍ଭୁକ୍ତ, ଯେଉଁଥିରୁ ସୋକୋଟ୍ରା ଦ୍ୱୀପ ସର୍ବ ବୃହତ ଅଟେ ।
ଠାରୁ ଡାଟା: or.wikipedia.org